ଯିଏ ଆମ ଓଡିଶାକୁ କରି ପାରିବ ଜଗତଜିତା, ଅପରାଜିତା

ଅସହାୟ ବୁଢ଼ୀ ମାଉସିଟି ନିଜ ଘର ବାରଣ୍ଡାର ବସି କଇଁ କଇଁ ହୋଇ କାନ୍ଦୁଥିଲା I ହାତରେ ଭଙ୍ଗା ତାଲାଟି ଧରି ମାଉସି କହିଲା, ଦେଖ ଝିଅ, ଏ ପାଓ ପାର୍ଟି କୁଳାଙ୍ଗାର ଗୁଡାକ ମୋ ଘର ତାଲା ଭାଙ୍ଗି ଦଶ କିଲୋ ଚାଉଳ, ଦୁଇ କିଲୋ ଆଳୁ ଚୋରି କରି ନେଇ ଗଲେ I ଆଉ ତ କିଛି ନାଇଁ ନବାକୁ I କିଛି ନାଇଁ ଖାଇବାକୁ I ମନଟା ପୁରା ମରିଗଲା ମୋର I...

I want to go back home to Odisha

I am a young Odia. After my education, against my innermost desire, I had to migrate outside Odisha for a living. I have been outside Odisha for more than 15 years now. I was forced to leave by birthplace and had to adapt in a new state. A little cosy corner of my...